Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ତାଳଚେର ସଦର: ଏମସିଏଲ ଜମି ଅଧିଗ୍ରହଣକୁ ଅରଖପାଳ ଗ୍ରାମବାସୀଙ୍କ ବିରୋଧ

Talcher Sadar, Angul | Jan 2, 2026
ଏମସିଏଲ କର୍ତ୍ତୃପକ୍ଷ କୌଣସି ପ୍ରକାର ଥଇଥାନ ନକରି ବାରମ୍ବାର ଗ୍ରାମର କିଛି କିଛି ଜାଗାକୁ ଅଧିଗ୍ରହଣ କରୁଛି ଯାହାକୁ ବିରୋଧ କରି ଅରଖପାଳ ଗ୍ରାମର ଶୁକ୍ରବାର ସକାଳ ୯ ଘଟିକା ସମୟରେ ଶହ ଶହ ଗ୍ରାମବାସୀ ଏକତ୍ରିତ ହୋଇ ଜମି ଅଧିଗ୍ରହଣକୁ ବିରୋଧ କରିଥିଲେ ।
ତାଳଚେର ସଦର: ଏମସିଏଲ ଜମି ଅଧିଗ୍ରହଣକୁ ଅରଖପାଳ ଗ୍ରାମବାସୀଙ୍କ ବିରୋଧ - Talcher Sadar News