ଛତ୍ରପୁର: ଗଞ୍ଜାମରେ ‘ଦ ଇକୋ ୱାରିଅର୍ ଫାଉଣ୍ଡେସନ୍’ର 12ତମ ରକ୍ତଦାନ ଶିବିର, ଯୋଗ ଦେଲେ ବିଧାୟକ
ଗଞ୍ଜାମ ଏନଏସିରେ ‘ଦ ଇକୋ ୱାରିଅର୍ ଫାଉଣ୍ଡେସନ୍’ ପକ୍ଷରୁ ୧୨ତମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହ ସଂଗଠନର ସଦସ୍ୟଙ୍କୁ ସାଧୁବାଦ ଜଣାଇଛନ୍ତି ।