ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ କର୍ମଚାରୀ ଭବନ ଥାନାଛକ ଠାରେ ଭାରତ ସରକାରଙ୍କ କ୍ରୀଡା ଓ ଯୁବ ମନ୍ତ୍ରଣାଳୟ ଆନୁକୂଲ୍ୟରେ ମେରା ଭାରତ ଯୁବ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଦ୍ରକ କର୍ମଚାରି ଭବନ ଥାନା ଛକ ଠାରେ ଆଜି ଦିନ 4 ଟାରେ ଭାରତ ସରକାରଙ୍କ ଯୁବ ଓ କ୍ରୀଡା ମନ୍ତ୍ରଣାଳୟ ଆନୁକୂଲ୍ୟରେ ମେରା ଯୁବ ଭାରତ ମୋ ଭାରତ ପକ୍ଷରୁ ଭଦ୍ରକ ଶୁଭମ ଭୋଲୁଣ୍ଟାରୀ ଅର୍ଗାନାଇଜେସନ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭଦ୍ରକ ର ବିଭିନ୍ନ ସାମାଜିକ ସଂଗଠନ କୁ ସମ୍ବର୍ଦ୍ଧିତ କରିବା ସହ ଆଜିର ସମୟରେ ରେ ଯୁବ ସମାଜ ସେବି ଙ୍କ କାର୍ଯ୍ୟ କୁ ପ୍ରଂଶଂସା କରିଛନ୍ତି,ଆସିଥିବା ସଂଗଠନ କୁ ଉପହାର ସ୍ୱରୂପ ବୃକ୍ଷ ଦେଇ ସମାଜ କୁ ସବୁଜ ସୁନ୍ଦର କରିବା ପାଇଁ ମଧ୍ୟ ପ୍ରେରଣା ଦେଇଛନ୍ତି,