ସୁନ୍ଦରଗଡ ସହର: ସୁନ୍ଦରଗଡ଼ ବିକାଶ ଭବନ ପରିସରରେ "ଦିଶା" କମିଟି ବୈଠକ ଅନୁଷ୍ଠିତ
ଆଜି ସେପ୍ଟେମ୍ୱର 16 ତାରିଖ ମଙ୍ଗଳବାର ଅପରାହ୍ନ 3:30 ରେ ବିକାଶ ଭବନରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ନିରୀକ୍ଷଣ କମିଟି ବୈଠକ (District Development Coordination & Monitoring Committee, DISHA) ଅନୁଷ୍ଠିତ ହୋଇଯାଇଅଛି। ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ମାନ୍ୟବର ସାଂସଦ ସୁନ୍ଦରଗଡ଼ ଶ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାନ୍ୟବର ଉପବାଚସ୍ପତି , ଓଡ଼ିଶା ବିଧାନସଭା ତଥା ମାନ୍ୟବର ବିଧାୟକ ତଳସରା ଶ୍ରୀ ଭବାନୀ ଶଙ୍କର ଭୋଇ, ମାନ୍ୟବର ରଘୁନାଥପାଲି ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ