ସୁନ୍ଦରଗଡ ସହର: ଲହଣ୍ଡା ବୁଡ଼ ବିଶ୍ଵ କର୍ମା ପୂଜାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ 'ଖ ' ଯୋଗ ଦେଇ ପ୍ରଭୁଙ୍କ ଆଶୀର୍ବାଦ ନେଲେ
ଆଜି ସେପ୍ଟେମ୍ୱର 17 ତାରିଖ ବୁଧବାର ବିଶ୍ଵ ନିର୍ମାତା ବିଶ୍ଵକର୍ମାଙ୍କ ପୂଜା। ସାରା ଦେଶ ରେ ଏହି ପୂଜା ମହା ରୀତି ନୀତି ରେ ପାଳିତ ହୋଇଛି। ସେହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲାରେ କୋଣ ଅନୁକୋଣରେ ବିଶ୍ବ କର୍ମାଙ୍କ ପୂଜା ଯଥା ରୀତି ଓ ନୀତିରେ ପାଳନ ହୋଇଛି। ଆଜି ସଦର ବ୍ଲକ ଲହଣ୍ଡା ବୁଡ ଗ୍ରାମବାସୀ ପ୍ରଭୁଙ୍କ ଏହି ପୂଜାକୁ ଅତି ନିଷ୍ଠାର ସହିତ ପାଳିଛନ୍ତି। ପୂଜା ପୂର୍ବାହ୍ନ 10 ଟା ରୁ ଆରମ୍ଭ ହୋଇ ଅପରାହ୍ନ 3:30 ପର୍ଯ୍ୟନ୍ତ ଚାଲିଥିଲା। ଏହି ପୂଜାରେ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ଼ ସଦର ବ୍ଲକ ଜିଲ୍ଲା ପରିଷଦ ' ଖ ' ମଞ୍ଜୁ ଲତା ନାଏକ ଯୋଗ ଦେଇ ପ୍ରଭୁଙ୍କ ଆଶୀର୍ବାଦ ନେବା ସହ ଅଞ୍ଚ