Public App Logo
Jansamasya
National
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth

ବୌଦ୍ଧ ସଦର: ପୁରୁଣା କଟକ ନିକଟ ଲକ୍ଷ୍ମୀ ନାଳରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ମଙ୍ଗଳବାର ଦିନ ପୁରୁଣା କଟକ ନିକଟ ଲକ୍ଷ୍ମୀ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇ ଯାଇଛି l ମିଳିଥିବା ସୂଚନା ଅନୁଯାୟୀ ପୁରୁଣା କଟକ ଗ୍ରାମର 65 ବର୍ଷୀୟ ବୃଦ୍ଧ ଦେବରାଜ ସାହୁ ଗ୍ରାମ ନିକଟ ଲକ୍ଷ୍ମୀ ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡି ଯାଇଥିଲେ l ନିକଟରେ ଥିବା ଲୋକେ ତାଙ୍କୁ ଉଦ୍ଧାର କରି ପୁରୁଣା କଟକ ଡାକ୍ତର ଖାନାକୁ ଆଣିଥିଲେ l ଡାକ୍ତର ପରୀକ୍ଷା କରି ଦେବରାଜଙ୍କୁ ମୃତ ଘୋଷଣା କରିଥିଲେ | ଖବର ପାଇ ପୁରୁଣା କଟକ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାରକୁ ହସ୍ତାନ୍ତର କରିଛି |

MORE NEWS