ତଲସରା: କରମଡିହି ସଡ଼କ ଦୁର୍ଘଟଣାରେ ମୃତ ଯୁବକଙ୍କ ସମ୍ପର୍କୀୟ ଙ୍କର ପ୍ରତିକ୍ରିୟା
କରମଡିହି ଠାରେ ବାଇକ ବୋଲେରୋ ଧକ୍କା ରେ କାଦୋପଡା ଗ୍ରାମ ର ଜଣେ ଯୁବକ ଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ପରେ ଗ୍ରାମବାସୀ ମାନେ ବଡ଼ଗାଁ ଥାନା ରେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହି ବିଷୟରେ ତାଙ୍କର ସମ୍ପର୍କୀୟ ମାନେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।