Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

🔥 **EXCLUSIVE INTERVIEW | ଭାଗ–୨** 🎙️ **ଭଦ୍ରକର ପୂର୍ବତନ ଜିଲ୍ଲାପାଳ ଡଃ ଦିଲ୍ଲୀପ ରାଉତରାୟ**ଙ୍କ ସଫଳତା ପଛରେ ଲୁଚିଥିବା ଅସଲ କାହାଣୀ କଣ? 🤔 କିପରି ଗଢ଼ିଉଠିଲା ଜଣେ ସଫଳ ପ୍ରଶାସକଙ୍କ ଯାତ୍ରା? କେଉଁ ଚ୍ୟାଲେଞ୍ଜକୁ ସାମ୍ନା କରି ସେ ହାସଲ କଲେ ଏହି ସଫଳତା? ଏହି ବିଶେଷ ସାକ୍ଷାତ୍କାରରେ ଶୁଣନ୍ତୁ ତାଙ୍କ ନିଜ ମୁହଁରୁ। 📺 ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ❤️ ପସନ୍ଦ ହେଲେ Like କରନ୍ତୁ 💬 Comment କରନ୍ତୁ 🔄 Share କରି ଅନ୍ୟମାନଙ୍କ ପାଖକୁ ପହଞ୍ଚାନ୍ତୁ #RCNODIA #ExclusiveInterview #DrDillipRoutray #Bhadrak #Odisha #OdiaNews #Leadership #SuccessStory #RegionalCitizenNews #Part2 #trendingnow

MORE NEWS

🚨 ମାଧପୁର ଓ କରାଣ୍ଡୀମାଳରେ ବନ୍ୟା ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ | ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ🌊 ମାଧପୁର ଓ କରାଣ୍ଡୀମାଳରେ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ। ବନ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରି ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ରିଲିଫ, ଉଦ୍ଧାର ଏବଂ ପାଣି ନିଷ୍କାସନ କାର୍ଯ୍ୟର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା।

📹 ଏହି ଭିଡିଓରେ ଦେଖନ୍ତୁ:

✅ ମାଧପୁର ଓ କରାଣ୍ଡୀମାଳର ବନ୍ୟା ସ୍ଥିତି
✅ ଜିଲ୍ଲାପାଳଙ୍କ ପରିଦର୍ଶନ
✅ ପ୍ରଭାବିତ ଲୋକଙ୍କ ସହ ଆଲୋଚନା
✅ ପ୍ରଶାସନର ପଦକ୍ଷେପ ଓ ନିର୍ଦ୍ଦେଶ

👉 ଏପରି ସମସ୍ତ ତାଜା ଓଡ଼ିଶା ଖବର ପାଇଁ ଆମ ଚ୍ୟାନେଲକୁ Like 👍 | Share 📲 | Subscribe 🔔 କରନ୍ତୁ।

#Flood #OdishaFlood #Madhapur #Karandimal #DistrictCollector #FloodUpdate #OdishaNews #BreakingNews #OdiaNews #LatestNews

🚨 ମାଧପୁର ଓ କରାଣ୍ଡୀମାଳରେ ବନ୍ୟା ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ | ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଦେଲେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ🌊 ମାଧପୁର ଓ କରାଣ୍ଡୀମାଳରେ ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ। ବନ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରି ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଥିଲେ ଏବଂ ସେମାନଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ରିଲିଫ, ଉଦ୍ଧାର ଏବଂ ପାଣି ନିଷ୍କାସନ କାର୍ଯ୍ୟର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା। 📹 ଏହି ଭିଡିଓରେ ଦେଖନ୍ତୁ: ✅ ମାଧପୁର ଓ କରାଣ୍ଡୀମାଳର ବନ୍ୟା ସ୍ଥିତି ✅ ଜିଲ୍ଲାପାଳଙ୍କ ପରିଦର୍ଶନ ✅ ପ୍ରଭାବିତ ଲୋକଙ୍କ ସହ ଆଲୋଚନା ✅ ପ୍ରଶାସନର ପଦକ୍ଷେପ ଓ ନିର୍ଦ୍ଦେଶ 👉 ଏପରି ସମସ୍ତ ତାଜା ଓଡ଼ିଶା ଖବର ପାଇଁ ଆମ ଚ୍ୟାନେଲକୁ Like 👍 | Share 📲 | Subscribe 🔔 କରନ୍ତୁ। #Flood #OdishaFlood #Madhapur #Karandimal #DistrictCollector #FloodUpdate #OdishaNews #BreakingNews #OdiaNews #LatestNews

Bhadrak Rural, Bhadrak | Aug 2, 2026

ଭଦ୍ରକ: ରାସ୍ତାକୁ ମାଡ଼ି ପରିବା ଦୋକାନ ଅପର୍ତ୍ତିବିନ୍ଧା ଟ୍ରାଫିକ ଛକ ଠାରୁ ଏକତା ମାର୍କେଟ ରାସ୍ତା ଉପରେ ଉଠା ଦୋକାନୀଙ୍କ ରାଜୁତି, ଭଦ୍ରକ ସହରାଞ୍ଚଳ ଥାନା ଏହି ଭଳି ପ୍ରତି ଦିନ ତାଗିଦ୍ କଲା ପରେ ମଧ୍ୟ ସୁଧୁରୁ ନାହାନ୍ତି ଉଠା ଦୋକାନୀ।
#citykhabarbhadrak

ଭଦ୍ରକ: ରାସ୍ତାକୁ ମାଡ଼ି ପରିବା ଦୋକାନ ଅପର୍ତ୍ତିବିନ୍ଧା ଟ୍ରାଫିକ ଛକ ଠାରୁ ଏକତା ମାର୍କେଟ ରାସ୍ତା ଉପରେ ଉଠା ଦୋକାନୀଙ୍କ ରାଜୁତି, ଭଦ୍ରକ ସହରାଞ୍ଚଳ ଥାନା ଏହି ଭଳି ପ୍ରତି ଦିନ ତାଗିଦ୍ କଲା ପରେ ମଧ୍ୟ ସୁଧୁରୁ ନାହାନ୍ତି ଉଠା ଦୋକାନୀ। #citykhabarbhadrak

Bhadrak Rural, Bhadrak | Aug 2, 2026

🌊 ଏବର୍ଷର ବନ୍ୟା କି ଅନ୍ନେଶ୍ୱତ ମସିହାର ଭଳି ଭୟଙ୍କର ହେବ? 😨
ଭଦ୍ରକ ଜିଲ୍ଲାର ବନ୍ୟା ପରିସ୍ଥିତିକୁ ନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦେଲେ ବଡ଼ ପ୍ରତିକ୍ରିୟା। ସରକାରଙ୍କ ପ୍ରସ୍ତୁତି କେମିତି? ଲୋକଙ୍କ ପାଇଁ କଣ ରହିଛି ବ୍ୟବସ୍ଥା?
📺 ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ, ନିଜ ମତାମତ କମେଣ୍ଟରେ ଜଣାନ୍ତୁ ଏବଂ ପୋଷ୍ଟଟିକୁ ସେୟାର କରନ୍ତୁ।
#Bhadrak #Flood2026 #OdishaFlood #BreakingNews #RCNOdia #OdiaNews #FloodUpdate #Trending #ViralNews #Odisha

🌊 ଏବର୍ଷର ବନ୍ୟା କି ଅନ୍ନେଶ୍ୱତ ମସିହାର ଭଳି ଭୟଙ୍କର ହେବ? 😨 ଭଦ୍ରକ ଜିଲ୍ଲାର ବନ୍ୟା ପରିସ୍ଥିତିକୁ ନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦେଲେ ବଡ଼ ପ୍ରତିକ୍ରିୟା। ସରକାରଙ୍କ ପ୍ରସ୍ତୁତି କେମିତି? ଲୋକଙ୍କ ପାଇଁ କଣ ରହିଛି ବ୍ୟବସ୍ଥା? 📺 ସମ୍ପୂର୍ଣ୍ଣ ଭିଡିଓ ଦେଖନ୍ତୁ, ନିଜ ମତାମତ କମେଣ୍ଟରେ ଜଣାନ୍ତୁ ଏବଂ ପୋଷ୍ଟଟିକୁ ସେୟାର କରନ୍ତୁ। #Bhadrak #Flood2026 #OdishaFlood #BreakingNews #RCNOdia #OdiaNews #FloodUpdate #Trending #ViralNews #Odisha

Bhadrak Rural, Bhadrak | Aug 2, 2026

🔥 **EXCLUSIVE INTERVIEW | ଭାଗ–୨** 🎙️ **ଭଦ୍ରକର ପୂର୍ବତନ ଜିଲ୍ଲାପାଳ ଡଃ ଦିଲ୍ଲୀପ ରାଉତରାୟ**ଙ୍କ ସଫଳତା ପଛରେ ଲୁଚିଥିବା ଅସଲ କାହାଣୀ କଣ? 🤔 କିପରି ଗଢ଼ିଉଠିଲା ଜଣେ ସଫଳ ପ୍ରଶାସକଙ୍କ ଯାତ୍ରା? କେଉଁ ଚ୍ୟାଲେଞ୍ଜକୁ ସାମ୍ନା କରି ସେ ହାସଲ କଲେ ଏହି ସଫଳତା? ଏହି ବିଶେଷ ସାକ୍ଷାତ୍କାରରେ ଶୁଣନ୍ତୁ ତାଙ୍କ ନିଜ ମୁହଁରୁ। 📺 ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କ ମତାମତ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ❤️ ପସନ୍ଦ ହେଲେ Like କରନ୍ତୁ 💬 Comment କରନ୍ତୁ 🔄 Share କରି ଅନ୍ୟମାନଙ୍କ ପାଖକୁ ପହଞ୍ଚାନ୍ତୁ #RCNODIA #ExclusiveInterview #DrDillipRoutray #Bhadrak #Odisha #OdiaNews #Leadership #SuccessStory #RegionalCitizenNews #Part2 #trendingnow - Bhadrak Rural News