ଆସନ୍ତା ମଙ୍ଗଳବାର ଦିନ ହେବାକୁ ଥିବା ଚନ୍ଦ୍ର ଗ୍ରହଣ କୁ ଦୃଷ୍ଟିରେ ରଖି ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିର ରେ ମା ସମଲେଶ୍ୱରୀ ଙ୍କ ପୂଜାର୍ଚନା ଓ ନୀତିକାନ୍ତି ସମ୍ୱନ୍ଧୀୟ ବିଶେଷ ସୂଚନା ଭକ୍ତ ମାନଙ୍କ ସୁବିଧା ନିମନ୍ତେ ମନ୍ଦିର ଟ୍ରଷ୍ଟ ବୋର୍ଡ ତରଫରୁ ସୂଚିତ କରାଯାଉଛି । ଉକ୍ତ ଦିନ ପ୍ରାତଃ ଘଣ୍ଟା ୪:୩୦ ମିନିଟ ସମୟରେ ମା ସମଲେଶ୍ଵରୀଙ୍କ ଦ୍ଵାର ଖୋଲିବା ପରେ ଦେବ ସ୍ନାନ ନୀତି ସହ ମଙ୍ଗଳ ଆଳତି ଓ ପୂଜାର୍ଚ୍ଚନା ସମ୍ପନ୍ନ ହେବାପରେ ପ୍ରସାଦ ଅର୍ପଣ ପୂର୍ବକ ସମସ୍ତ ବିଧି ପରେ ଦର୍ଶନ ବନ୍ଦ ହେବା ସହ ମଙ୍ଗଳବାର ପାଇଁ ଦ୍ୱାର ବନ୍ଦ ରହିବ। ପରଦିନ ତା ୦୪:୦୨:୨୬ ବୁଧବାର ଦିନ ପ