କାମାକ୍ଷାନଗର: କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ୪ଟାରେ ଉପଖଣ୍ଡ ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ଉପସ୍ଥିତ ରହିଲେ ଉପଜିଲ୍ଲାପାଳ
କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ୪ଟାରେ ଉପଖଣ୍ଡ ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ଉପସ୍ଥିତ ରହିଲେ ଉପଜିଲ୍ଲାପାଳ ଦିନମଣି ନାଏକ ।ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମଙ୍ଗଳବାର ଉପଖଣ୍ଡ ସ୍ତରୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ଉପଜିଲ୍ଲାପାଳ ଦିନମଣି ନାଏକଙ୍କ ସମେତ ଉପଖଣ୍ଡରୁ ବିଭିନ୍ନ ତହସିଲରୁ ତହସିଲଦାର ଓ ଅନ୍ୟମାନେ ଉପସ୍ଥିତ ଥିଲେ ।