କୋରାପୁଟ ମୁନସିପାଲଟି ସମ୍ମୀଳନୀ କକ୍ଷରେ ଆଜି ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ସ୍ଵତନ୍ତ୍ର କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ମୁନସିପାଲଟି ଚେୟାରମେନ ଲଲାଟ ରଞ୍ଜନ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସାଂସଦ ପ୍ରତିନିଧି ଜୟନ୍ତ କଚିମ, ବିଧାୟକ ପ୍ରତିନିଧି ନରସିଂହ ପଟ୍ଟନାୟକ, ନିର୍ବାହୀ ଅଧିକାରୀ ଜ୍ଞାନଜୀତ ତ୍ରିପାଠୀ ସହ ସମସ୍ତ କାଉନସିଲର ଉପସ୍ଥିତ ଥିଲେ। କୋରାପୁଟ ସହରର ପରିମଳ ଓ ଡମ୍ପିଂ ୟାଡକୁ ନେଇ ଆଲୋଚନା ହୋଇଥିବ