Public App Logo
Jansamasya
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
No video available

ଭଦ୍ରକ ଗ୍ରାମାଞ୍ଚଳ: ସଂସ୍କୃତି ଭବନରେ ମହାନ ବିପ୍ଲବୀ ଚକ୍ରଧର ବେହେରାଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳନ ସମାରୋହ ଅନୁଷ୍ଠିତ

Bhadrak Rural, Bhadrak | Jul 16, 2024
ସଂସ୍କୃତି ଭଵନରେ ମହାନ ବିପ୍ଲବୀ ଚକ୍ରଧର ଵେହେରାଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳନ ସମାରୋହ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ, ଭଦ୍ରକ ଓ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଭଦ୍ରକର ସଂସ୍କୃତି ଭଵନରେ କନିକା ପ୍ରଜା ଆନ୍ଦୋଳନର ମୂଖ୍ୟ ସୂତ୍ରଧର ମହାନ ବିପ୍ଲବୀ ଚକ୍ରଧର ଵେହେରାଙ୍କ ଜିଲ୍ଲା ସ୍ତରୀୟ ଜୟନ୍ତୀ ସମାରୋହ ୨୦୨୪ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି, ମୁଖ୍ୟ ବକ୍ତା ଭାବରେ ଇଂଞ୍ଜିନିୟର ଅଭୟ ସୂତାର ପ୍ରମୁଖ ଯୋଗଦେଇଥିଲେ।

MORE NEWS

ଭଦ୍ରକ ଗ୍ରାମାଞ୍ଚଳ: ସଂସ୍କୃତି ଭବନରେ ମହାନ ବିପ୍ଲବୀ ଚକ୍ରଧର ବେହେରାଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳନ ସମାରୋହ ଅନୁଷ୍ଠିତ - Bhadrak Rural News