କାମାକ୍ଷାନଗର: ଟାସୀର ଗାଁରେ ଭାଉଜଙ୍କୁ ଗର୍ଭବତୀ କରିଥିବା ଦିଅରକୁ ଗିରଫ କରି ମଙ୍ଗଳବାର ୪ଟାରେ କୋର୍ଟ ଚାଲାଣ କାମାକ୍ଷାନଗର ପୋଲିସ
ଟାସୀର ଗାଁରେ ଭାଉଜଙ୍କୁ ଗର୍ଭବତୀ କରିଥିବା ଦିଅରକୁ ଗିରଫ କରି ମଙ୍ଗଳବାର ୪ଟାରେ କୋର୍ଟ ଚାଲାଣ କାମାକ୍ଷାନଗର ପୋଲିସ ।ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଟାସୀର ଗାଁର ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ଦିଅର ଜଣଙ୍କ ଭାଉଜକୁ ଗର୍ଭବତୀ କରି ଫେରାର ହୋଇଯାଇଥିବା ବେଳେ ମଙ୍ଗଳବାର କାମାକ୍ଷାନଗର ପୋଲିସ ତାକୁ ଗିରଫ କରି ମେଡ଼ିକାଲ ଟେଷ୍ଟପରେ କୋର୍ଟ ଚାଲାଣ କରିଛନ୍ତି ।