Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi

ହିନ୍ଦୋଳ: ଢେଙ୍କାନାଳରେ ଆରମ୍ଭ ହେଲା ବେଶାଳିଆ ଗଡଜାତ ମହୋତ୍ସବ ପର୍ବ

Hindol, Dhenkanal | Nov 1, 2025
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ବେଶାଳିଆ ଗ୍ରାମରେ ଅନୁଷ୍ଠିତ ହୋଇଛି "ବେଶାଳିଆ ଗଡଜାତ ମହୋତ୍ସବ ପର୍ବ' । ଢେଙ୍କାନାଳର ପୁରାତନ ଗ୍ରାମ ବେଶାଳିଆ, ଯାହାକି ପୂର୍ବରୁ ବେଶାଳିଆ ଗଡ ଭାବେ ପରିଚିତ ଥିଲା । ଏହି ଐତିହ୍ୟକୁ ମନେ ରଖିବା ଓ ପ୍ରଚାର ପ୍ରସାର ପାଇଁ ପ୍ରଥମଥର ପାଇଁ ଆରମ୍ଭ କରିଛନ୍ତି ବେଶାଳିଆ ଗଡଜାତ ମହୋତ୍ସବ ପର୍ବ । ଏହି ମହୋତ୍ସବ ଚଳିତ ବର୍ଷ ଗୋଟିଏ ଦିନ ପାଇଁ ଆୟୋଜନ କରାଯାଇଥିଲେ ମଧ୍ୟ ଏହା ସବୁବର୍ଷ ପାଳନ କରାଯିବ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି । ଏହି ମହୋତ୍ସବରେ ଗ୍ରାମର ସମସ୍ତ ଦେବାଦେବୀ ମନ୍ଦିରରୁ ମଶାଲ୍ ଓ ଆଜ୍ଞାମାଳ ଅଣାଯାଇ ହନୁମାନ ମନ୍ଦ