ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭୂଇଁପୁର ଗ୍ରାମ ଠାରେ ପ୍ରସିଦ୍ଧ ଭୀମେଶ୍ୱରୀ ପୀଠରେ ଦଶମୀ ପୂଜା ଓ ଯଜ୍ଞ ଅନୁଷ୍ଠିତ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବଣସିଂହ ଗ୍ରାମ ପଂଚାୟତ ଅନ୍ତର୍ଗତ ଭୂଇଁପୁର ଗ୍ରାମ ରେ ମା ଭୀମଶ୍ୱେରୀ ଙ୍କ ପିଠ ରେ ଶାରଦୀୟ ଦୁର୍ଗା ପୂଜା ଅବସରରେ ଆଜି ତା ୨।୧୦ ରିଖ ଥିବା ୧୦ ଘଣ୍ଟା ସମୟରୁ ଦଶମୀ ପୂଜା ସହିତ ପୂର୍ଣ୍ଣାହୁତି ଏବଂ ପୂଜା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଛି । ପୂଜାର ପ୍ରଥମ ଦିନରେ ଷଷ୍ଠୀ ପୂଜା, ବିଲ୍ଵ ବରଣ, ଅଙ୍କୁରା ରୋପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।