ବିଞ୍ଝାରପୁର: ଯାଜପୁର ଜିଲ୍ଲା ଲା୍ୟାନ୍ସ କ୍ଳବ ପକ୍ଷରୁ କସପା ଓ ମଲିକାପୁର ପଂଚାୟତର 50 ବନ୍ୟା ବିପନ୍ନ ପରିବାରକୁ ସହାୟତା ପ୍ରଦାନ
ଯାଜପୁର ଲା୍ୟାନ୍ସ କ୍ଳବ ପକ୍ଷରୁ କସପା ଓ ମଲିକାପୁର ପଂଚାୟତର 50 ବନ୍ୟା ବିପନ୍ନ ପରିବାରକୁ ସହାୟତା ପ୍ରଦାନ l ଗତ କିଛିଦିନ ତଳେ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର କସପା ଓ ମଲିକାପୁର ପଂଚାୟତରେ ଭୟଙ୍କର ବନ୍ୟା ଯୋଗୁ 50 ଟି ପରିବାର ରେ ବ୍ୟାପକ କ୍ଷକ୍ଷତି ହେଇଥିଲା l ଏହି ପରିବାର ଏବେ ଅନେକ ଅଭାବଅନାଟନ ରେ ଦିନ କାଟୁଛନ୍ତି l ଏହି ଖବର ପାଇ ଆଜି ଯାଜପୁର ଲା୍ୟାନ୍ସ କ୍ଳବର ସଦସ୍ୟ ମାନେ ଏହି ପରିବାର ନିକଟରେ ପହଂଚି ସହାୟତାର ହାତ ବଢ଼େଇଛନ୍ତି l