ଖପ୍ରାଖୋଳ ଥାନା ମଟିଆଭଟା ଗ୍ରାମର ଦୈପତୀ ବରିହା ଙ୍କ ନାବାଳକ ପୁଅ ତିନି ବର୍ଷ ତଳେ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇଯାଇଥିଲା ।ପରିବାର ଲୋକେ ପୋଲିସ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ଶୁଣି ନଥିଲା ।ଗୁରୁବାର ଅପରାହ୍ନ ରେ ପୁଣି ଥରେ ଅଭିଯୋଗକରିବାକୁ ଦୈପତୀ ବରିହା ଆସି କଚେରୀ ପରିସରରେ ପ୍ରତିକ୍ରିୟା ରଖିଛନ୍ତି