ଘଟଗାଁ: ଆସନ୍ତା 24 ଘଣ୍ଟାରେ ଓଡ଼ିଶା ଓ କେନ୍ଦୁଝରରେ ବର୍ଷା, ସତର୍କ ରହିବାକୁ ପରାମର୍ଶ
ପାଣିପାଗ ବିଭାଗର ଆକଳନ ଅନୁସାରେ ଆସନ୍ତା 24 ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦୁଝର ସମେତ ଉତ୍ତର ଓଡ଼ିଶାରେ ବଜ୍ରପାତ ହେବାର ଆଶଙ୍କା ଥିବାରୁ ସତର୍କ ରହିବାକୁ ନିବେଦନ କରାଯାଇଛି।