ଭଞ୍ଜନଗର: ରାଜ୍ୟ ରାଜପଥ ୨୧ରେ ବିରାଟ ଗାତ, ବଡ଼ ଦୁର୍ଘଟଣା ଆଶଙ୍କା
ଜଗନ୍ନାଥ ପ୍ରସାଦ ବ୍ଲକ ଜିରାବାଡି ନିକଟ ରାଜ୍ୟ ରାଜପଥ ୨୧ରେ ସୃଷ୍ଟି ହୋଇଛି ବିରାଟ ଫାଟ। ଭଞ୍ଜନଗର-ଭୁବନେଶ୍ୱର ମୁଖ୍ୟ ରାସ୍ତାରେ ୬ ଫୁଟ ଲମ୍ବର ଗାତ ଯୋଗୁଁ ଯାତାୟାତ ବିପଦପୂର୍ଣ୍ଣ ହୋଇଛି। ଘଟଣାସ୍ଥଳରେ ପୂର୍ତ୍ତ ବିଭାଗ ଅଧିକାରୀ ପହଞ୍ଚି ମରାମତି ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।