ସୁନ୍ଦରଗଡ ସହର: ଟାଉନ ଥାନା ପୋଲିସ ରାଣୀ ବଗିଚା ବାଇ ପାସ ରୁ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଜଣେ ବୋଲେରୋ ପିକୋପ ଗାଡ଼ି ଚାଳକ କୁ ଧରିଥିବା ସୂଚନା ମିଳିଛି
ସୁନ୍ଦରଗଡ ଶୁକ୍ରବାର ରାତି ୯ ଟା ସମୟର ସୂଚନା ଅନୁଯାୟୀ ଟାଉନ ଥାନା ପୋଲିସ ରାଣୀ ବଗିଚା ବାଇ ପାସ ରୁ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲାରେ ଜଣେ ବୋଲେରୋ ପିକୋପ ଗାଡ଼ି ଚାଳକ କୁ ଧରି ଥାନାରେ ଅଟକ ରଖି ପଚରାଉଚରା କରୁଛି