ଘସିପୁରା: ନରସିଂହପୁର ଗ୍ରାମର ଧର୍ମପରାୟଣା ମହିଳା କନକ ସାଉ ଙ୍କ ଶ୍ରଦ୍ଧାଞ୍ଜଳୀରେ ଯୋଗଦେଲେ ବିଧାୟକ ଓ ଘସିପୁରା ବିଡିଓ
ନରସିଂହପୁର ଗ୍ରାମର ଧର୍ମପରାୟଣା ମହିଳା କନକ ସାଉ ଙ୍କ ଏକାଦଶାହରେ ବିଧାୟକ ବଦ୍ରିନାରାୟଣ ପାତ୍ର ଓ ଘସିପୁରା ବିଡିଓ ବିନିତା ବିଜୟିନୀ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।