ତଲସରା: କିଞ୍ଜିରକେଲା ଗ୍ରାମ ରେ ସରକାରୀ ଯୋଜନା ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ବ୍ଳକ ଅନ୍ତର୍ଗତ ବଡ଼ଗାଁ ଗ୍ରାମ ପଞ୍ଚାୟତର କିଞ୍ଜିରକେଲା ଗ୍ରାମ ରେ ବଡ଼ଗାଁ ର ପୁର୍ବତନ ନାଏକ ସରପଞ୍ଚ କେଶବ କର୍ସେଲ ଙ୍କର ନେତୃତ୍ୱରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସରକାରୀ ଯୋଜନା ରେ ଉପଯୁକ୍ତ ହିତାଧିକାରୀ କିପରି ସାମିଲ କରାଯାଇପାରିବ ସେ ସଂପର୍କରେ ଆଲୋଚନା ହୋଇଥଲା।