Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ଆଠମଲ୍ଲିକ: ଅସହାୟ ଙ୍କୁ କମ୍ବଳ ବଣ୍ଟନ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଠାକୁରଗଡ , ରାଣୀ ବନ୍ଧ , ମଇମୁରା ଅଞ୍ଚଳ ରେ ଗୁରୁବାର ଦିନ ସକାଳ 10 ଟା ରେ

Athmallik, Angul | Jan 1, 2026
କମ୍ବଳ ବଣ୍ଟନ କରାଯାଇଛି । ଏହି ଅଞ୍ଚଳ ରେ ଥିବା ଅସହାୟ ବୃଦ୍ଧ , ବୃଦ୍ଧା ,୩୦ ଜଣ ଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା । ଏଥିରେ ସାମାଜିକ କର୍ମୀ ସଞ୍ଜୟ ପ୍ରଧାନ ,ଯୋଗ ଦେଇ କମ୍ବଳ ବଣ୍ଟନ କରିଥିଲେ । ଆଗକୁ ବିଭିନ୍ନ ଗ୍ରାମରେ କମ୍ବଳ ବଣ୍ଟନ କରାଯିବ ବୋଲି କହିଛନ୍ତି । ଏଥିରେ କୁନୁ ନାୟକ , କାଶୀନାଥ ନାୟକ , ଗୋପାଳ ସେଠି , ବସନ୍ତ ବେହେରା , ପିଣ୍ଟୁ ପ୍ରଧାନ , ଶନ୍ତୁ ସାହୁ ପ୍ରମୁଖ ସହଯୋଗ କରିଥିଲେ ।