Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
Coronavirus
कांग्रेस
मौत
Accident
Congress
Modi
Delhi
Viral
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Chhattisgarh
Uttarpradesh
Haryana
Uttarakhand
लखनऊ

ଏମ.ଭି ୭୯: ମାଲକାନଗିରି ଜିଲ୍ଲା ଲୁଗେଲ ଗ୍ରାମରେ ଦେଖା ଦେଇଥିବା ବିଶାଳକାୟ ଅହିରାଜ ସାପକୁ ଦୁଇଘଣ୍ଟାର କସରତ ପରେ କାବୁ କଲା ବନ ବିଭାଗ

MV 79, Malkangiri | Sep 17, 2025
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ ଗ୍ରାମରେ ବୁଧବାର ସକାଳୁ ଦେଖା ଦେଇଥିବା ବିଶାଳକାୟ ଅହିରାଜ ସାପକୁ ଦୁଇଘଣ୍ଟାର କସରତ ପରେ କାବୁ କରିଛି ବନ ବିଭାଗ। ସାପଟି କାବୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଲୋକେ ଆଶ୍ୱସ୍ତି ଅନୁଭବ କରୁଥିବା ଜଣାପଡ଼ିଛି।

MORE NEWS

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଜଣ ଗିରଫ
ମାଲକାନଗିରି ପୁଲିସ କୁ ମିଳିଛି ସଫଳତା, ପୁଲିସ ପେଟ୍ରୋଲିଙ୍ଗ ବେଳେ ଧରାପଡିଛି ୫୦୩କିଲୋ ଗଞ୍ଜେଇ ଯାହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଉତ୍ତର ପ୍ରଦେଶ ସହାବାବପୁର ଗ୍ରାମର କମଲ ହାସନ ଓ ବିଲାଲ ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ଥାନା ଆଇ ଆଇ ସି ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି
#malkangiripolice #malkangirinews #Odisha #marijuana #seized #newodishatv

୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଜଣ ଗିରଫ ମାଲକାନଗିରି ପୁଲିସ କୁ ମିଳିଛି ସଫଳତା, ପୁଲିସ ପେଟ୍ରୋଲିଙ୍ଗ ବେଳେ ଧରାପଡିଛି ୫୦୩କିଲୋ ଗଞ୍ଜେଇ ଯାହାର ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଉତ୍ତର ପ୍ରଦେଶ ସହାବାବପୁର ଗ୍ରାମର କମଲ ହାସନ ଓ ବିଲାଲ ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ଥାନା ଆଇ ଆଇ ସି ରିଗାନ କିଣ୍ଡୋ ସୂଚନା ଦେଇଛନ୍ତି #malkangiripolice #malkangirinews #Odisha #marijuana #seized #newodishatv

MV 79, Malkangiri | Jul 14, 2026

I got over 500 reactions on one of my posts last week! Thanks everyone for your support! 🎉

I got over 500 reactions on one of my posts last week! Thanks everyone for your support! 🎉

MV 79, Malkangiri | Jul 14, 2026

ମାଲକାନଗିରିରେ ବିଜେଡିର ବିକ୍ଷୋଭ: ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି! 
​ପାଠ୍ୟ ପୁସ୍ତକରେ ଥିବା ସାଙ୍ଘାତିକ ତ୍ରୁଟିକୁ ବିରୋଧ କରି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ବିକ୍ଷୋଭ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କଲା ବିଜୁ ଜନତା ଦଳ।

​#Malkangiri #BJDProtest #SaveEducation #OdishaNews #newodishatv #Odisha

ମାଲକାନଗିରିରେ ବିଜେଡିର ବିକ୍ଷୋଭ: ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି! ​ପାଠ୍ୟ ପୁସ୍ତକରେ ଥିବା ସାଙ୍ଘାତିକ ତ୍ରୁଟିକୁ ବିରୋଧ କରି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ବିକ୍ଷୋଭ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କଲା ବିଜୁ ଜନତା ଦଳ। ​#Malkangiri #BJDProtest #SaveEducation #OdishaNews #newodishatv #Odisha

MV 79, Malkangiri | Jul 14, 2026