ପାରଳାଖେମୁଣ୍ଡି: ଗଜପତି ନଳାଘାଟରେ ସଫେଇ ଅଭିଯାନ: ସାମିଲ ହେଲେ ସିଆରପିଏଫ୍ ଯବାନ
ଗଜପତି ଜିଲ୍ଲାର ନଳାଘାଟଠାରେ ସିଆରପିଏଫ୍ ଡି/୦୪ ବାଟାଲିୟନ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ୬.୦ ଅନ୍ତର୍ଗତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜଳ ଟାଙ୍କି ଓ ପାନୀୟ ଜଳ ଯୋଗାଣ ସ୍ଥାନକୁ ସଫା କରାଯିବା ସହ ପରିମଳ ସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି।