ଅମ୍ବାଭୋନା: ଲେଥେର ଗ୍ରାମ ଛକରେ ଥିବା ବିଦ୍ୟୁତ 33 KV ଟ୍ରାନ୍ସଫର୍ମର ଲାଇନ ସ୍ବଷ୍ପର୍ଶରେ ଆସି ଗୋଟିଏ ଗର୍ଭବତୀ ଗାଈର ମୃତ୍ୟୁ,ଦେଖନ୍ତୁ ଚାଷୀଙ୍କ ମତାମତ
ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଲେଥେର ଗ୍ରାମ ର ଚାଷୀ ଲକ୍ଷ୍ମୀ ନାରାୟଣ ବିଶ୍ଵାଳ ନିଜ ଗାଈମାନଙ୍କୁ ଚରାଇବା ପାଇଁ ନେଇ ଦିନ 12 PM ଘଣ୍ଟା ସମୟରେ ଘରକୁ ଫେରିବା ସମୟରେ ଲେଥେର ଗ୍ରାମ ଛକ ରେ ଖୋଲା ରେ ଥିବା ବିଦ୍ୟୁତ୍ ବିଭାଗ 33 କେ.ଭି. ଲାଇନ ଟାନ୍ସଫର୍ମରରେ ଲାଗି ଯିବାରୁ ଘଟଣା ସ୍ଥଳରେ ନିରୀହ ଗାଈଟିରେ ମୃତ୍ୟୁ ହୋଇଯାଇଛି ।ଗାଈ ଟି ଗର୍ଭବତୀ ଥିଲା ଓ ତାହାର ସ୍ଥାନୀୟ ମୂଲ୍ୟ ପାଖାପାଖି ୮୦୦୦୦/- ରୁ ବେଶୀ ହେବ ବୋଲି ଅନୁମାନ କରାଯାଇଛି । ଦେଖନ୍ତୁ ଘଟଣାସ୍ଥଳରୁ ଚାଷୀଙ୍କ ମତାମତ