କୋରାପୁଟ ପଣ୍ଡି ଘାଟରେ ବର୍ଷ ଆରମ୍ଭରୁ ପର୍ଯ୍ୟଟକଙ୍କ ସୂଅ ଛୁଟିବାରେ ଲାଗିଛି। ପର୍ଯ୍ୟଟକଙ୍କ ପାଇଁ କୋରାପୁଟରେ ସୂର୍ଯ୍ୟଅସ୍ତ ଦେଖିବା ସହ ଏଠାରେ ବୋଟିଂ କରିବା ନିହାତି ଭାବରେ ସ୍ମୃତି ହୋଇ ରହିବ। ପ୍ରଶାସନ ପକ୍ଷରୁ ଏଠାରେ ପର୍ଯ୍ୟଟକଙ୍କ ସୂରକ୍ଷା ସହ ବୋଟ ଡ୍ରାଇଭର ମାନଙ୍କୁ ତାଲିମ୍ ଦେବା ଆବଶ୍ୟକତା ଥିବା ଆଜି ଅପରାହ୍ନ ଚାରିଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି କଲିକତାରୁ ଆସିଥିବା ପର୍ଯ୍ୟଟକ।