ଆଜି ଜାନୁଆରୀ 4 ତାରିଖ ଅପରାହ୍ନ 4:30 ପାଖାପାଖି ସମୟରେ ଏହି ଘଟଣା ଧରୁଆ ଡିହି ଥାନାରେ ପହଞ୍ଚିଛି । ପୀଡିତ ମହିଳା ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଭିତ୍ତିରେ ଧରୁଆ ଡିହି ପୋଲିସ ଧରୁଆ ଡିହି ଥାନା କେଶ ନମ୍ୱର - 8 ରେ ଏକ ଯୌତୁକ ମାମଲା ରୁଜ୍ଜୁ କରି ପୀଡିତ ମହିଳାଙ୍କ ଡାକ୍ତରୀ ପରୀକ୍ଷା କରିବା ସହ ଦଫା - 85/296/351(2)/115(2)/3(5) BNS r/w 4DP Act