ପାଟଣାଗଡ: ରାମପୁର ରେ ବେଆଇନ ବାଳି ବୋଝେଇ ୩ଟି ଟ୍ରାକ୍ଟର କୁ ଜବତ କଲା ମାଇନିଙ୍ଗ ବିଭାଗ
ପାଟଣାଗଡ଼ ଅଞ୍ଚଳରେ ବେଆଇନ ଭାବେ ନଦୀ ରୁ ବାଳି ଉତ୍ତୋଳନ କରୁଥିବାର ଅଭିଯୋଗ ହୋଇ ଆସୁଛି ଗତକାଲି ରାତିରେ ବଲାଙ୍ଗୀର ମାଇନିଙ୍ଗ ବିଭାଗ ପକ୍ଷରୁ ଚଢ଼ାଉ କରି ରାମପୁର ଠାରେ ୩ଟି ବେଆଇନ ବାଳି ବୋଝେଇ ଟ୍ରାକ୍ଟର କୁ ଧରି ସ୍ଥାନୀୟ ଥାନାରେ ଜିମା ଦେଇ ଥିବା ମଙ୍ଗଳବାର ଭୋର ରେ ଜଣା ଯାଇଛି