ତଲସରା: ବଡ଼ଗାଁ ସ୍ନାତକ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପରିବେଶ ସୁରକ୍ଷା ଓ ଏଚଆଇଭି ସଂକ୍ରମଣ ସଚେତନତା କର୍ମଶାଳା ଅନୁଷ୍ଠିତ
ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ସ୍ନାତକ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଆଜି କଲେଜର ଅଧ୍ୟକ୍ଷ ହେମନ୍ତ କୁମାର ପଣ୍ଡା ଙ୍କର ସଭାପତିତ୍ବରେ ପରିବେଶ ସୁରକ୍ଷା ଓ ଏଚଆଇଭି ସଂକ୍ରମଣ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବଡ଼ଗାଁ ବିଡ଼ିଓ ପୁର୍ଣ୍ଣଚନ୍ଦ୍ର ଭୋଇ ମୁଖ୍ୟ ଅତିଥି ବଡ଼ଗାଁ ରେଞ୍ଜର ପ୍ରଦିପ କୁମାର ଭୁତିଆ ମୁଖ୍ୟ ବକ୍ତା ଭାବେ ଅଂଶଗ୍ରହଣ କରିଥିଲେ।