ଢେଙ୍କାନାଳ ସଦର: ଢେଙ୍୍ଗଁଦିଆ ବ୍ଳକ ଚିରୁଳେଇ ଗ୍ରାମ ଠାରେ ୪୭ ତମ ସର୍ବେଶ୍ଵର ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପୀତ, ଗୁଣ୍ଡିଚା ପଡା ଚମ୍ପିଆନ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାବରା ପଞ୍ଚାୟତ ଚିରୁଳେଇ ଗ୍ରାମ ଫୁଟବଲ୍ ପଡିଆ ଠାରେ ଜୟ ଭାରତ ସ୍ପୋଟର୍ସ ଅର୍ଗାନାଇଜେସନ ଆନୁକୂଲ୍ୟରେ ଆଜି ତା ୧୮।୧୦ ରିଖ ଅପରାହ୍ନ ୪ ଘଣ୍ଟା ସମୟରେ ୪୭ ତମ ସର୍ବେଶ୍ଵର ମେମୋରିଆଲ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପୀତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କ୍ରୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେଇ କ୍ରୃତି ପ୍ରତିଯୋଗୀଙ୍କୁ ଟ୍ରଫି ପ୍ରଦାନ କରିଥିଲେ।