କଣ୍ଟାମାଳ: କ୍ୟାନ୍ସର ସହ ହାରିଗଲେ ବୌଦ୍ଧର LIC ଏଜେଣ୍ଟ ଉମେଶ ବସ୍ତିଆ, ଅସହାୟ ପରିବାର
ବୌଦ୍ଧ ଜିଲ୍ଲା କଣ୍ଟାମାଳର ଜଣାଶୁଣା LIC ଏଜେଣ୍ଟ ଉମେଶ ବସ୍ତିଆଙ୍କର କ୍ୟାନ୍ସରରେ ପରଲୋକ । ୪୨ ବର୍ଷ ବୟସରେ ଆଖି ବୁଜିଲେ ଉମେଶ । ରୋଜଗାରିଆ ମୁରବୀଙ୍କୁ ହରାଇ ଅସହାୟ ଅବସ୍ଥାରେ ପରିବାର । ସରକାରୀ ସହାୟତା ପାଇଁ ଦାବି ।