ବେଆଇନ୍ ମାଟି ଚାଲାଣକୁ ନେଇ ଖବର ପ୍ରକାଶ କରିବାରୁ ସାମ୍ବାଦିକ ଙ୍କୁ ବିଚ୍ ବଜାରରେ ଗାଳିଗୁଲଜସହ ହତ୍ଯା ଧମକ ଦେଲେ ଠିକାଦାର ଓ ତାଙ୍କ ସହଯୋଗୀ ା ଘଟଣାକୁ ନେଇ ଥାନାରେ ଲିଖିତ ଅଭିଯୋଗ ପରେ ଠିକାଦାର ଓ ସହଯୋଗୀ ଙ୍କ ବିରୋଧରେ ମାମଲା ରୁଜୁକଲା ପୋଲିସ୍ ା ଏଭଳି ଏକ ସମ୍ବେଦଶିଳ ଘଟଣା ଘଟିଛି ଘଷିପୁରା ବସଷ୍ଟାଣ୍ଡ ନିକଟରେ ା ବେଲବାହାଳୀ ଠାରୁ ଟୋଲଙ୍କପଡା ଦେଇ ଗ୍ରାମ୍ଯ ଉନ୍ନୟନ ବିଭାଗର ରାସ୍ତାକାମ ଚାଲିଛି ା