Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ପାଲଲହଡା: ପୋଡ଼ାଗଡ଼ ଗ୍ରାମରୁ ଗୋରୁ ଚରାଳିଙ୍କର ସନ୍ଦେହ ଜନକ ମୃତ୍ୟୁ ।

Palalahada, Angul | Jan 1, 2026
ପୋଡାଗଡ ଗ୍ରାମବାସୀଙ୍କର ଗୋରୁ ଗାଈ ଚରାଇ ପେଟ ପୋଷୁଥିଲେ ୬୬ ବର୍ଷିୟ ବୃଦ୍ଧ ଟିହିଙ୍କୁ ହେନ୍ତାଳ । ଦୁଇ ପୁଅଙ୍କ ମଧ୍ୟରୁ ବଡ ପୁଅବୋହୂ ମୃତ୍ୟୁବରଣ କରିବା ପରେ ଛଅ ଜଣ ନାତି ନାତୁଣୀ ଏବଂ ସ୍ତ୍ରୀଙ୍କ ଭୋକ ମେଣ୍ଟାଉଥିଲେ ଗ୍ରାମର ଗୋରୁ ଚରାଇ ଟିହିଙ୍କୁ ହେନ୍ତାଳ । ଗତକାଲି ବୁଧବାର ଠାରୁ ଟିହିଙ୍କୁ ହେନ୍ତାଳ ଜଙ୍ଗଲ ପାଖାପାଖି ଅଞ୍ଚଳକୁ ଗୋରୁ ଚରାଇ ଯାଇଥିବାବେଳେ ସନ୍ଧ୍ୟାରେ ଘରକୁ ଫେରି ନଥିଲେ । ସନ୍ଧ୍ୟା ପର ଠାରୁ ଗ୍ରାମବାସୀ ଖୋଜାଖୋଜି କରି ନିରାଶ ହେବାପରେ ଗୁରୁବାର ସକାଳ ୭ ଘଟିକା ସମୟରେ ଖୋଜାଖୋଜି କରିବା ବେଳେ ଟିହିଙ୍କୁ ହେନ୍ତାଳଙ୍କର ମୃତ ଦେହ ଏକ ବିଲରୁ ମିଳିଛି ।
ପାଲଲହଡା: ପୋଡ଼ାଗଡ଼ ଗ୍ରାମରୁ ଗୋରୁ ଚରାଳିଙ୍କର ସନ୍ଦେହ ଜନକ ମୃତ୍ୟୁ । - Palalahada News