Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Madhyapradesh
Pmmodi
Rahulgandhi
���रियाणा
Haryana
Crimenews
Agra
Cbi
Mathura
���ायल
Fatehpur
Jodhpur

ନୟାଗଡ: ଜିଲ୍ଲାରେ ପ୍ରବଳ ବର୍ଷା ପ୍ରବାହକୁ ଦୃଷ୍ଟିରେ ରଖୁ ଜିଲ୍ଲାକୁ ଆସନ୍ତାକାଲି ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣିଂ ଜାରି କରିଛି

Nayagarh, Nayagarh | Jul 6, 2025
ଜିଲ୍ଲାରେ ପ୍ରବଳ ବର୍ଷା ପ୍ରବାହକୁ ଦୃଷ୍ଟିରେ ରଖୁ ଜିଲ୍ଲାକୁ ଆସନ୍ତାକାଲି ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣିଂ ଜାରି କରିଛି। ଏ ନେଇ ଆଜି ଅପରାହ୍ନ ତିନିଟା ସମୟରେ ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଥାଉକି ଜିଲ୍ଲାକୁ ୟେଲୋ ୱାର୍ଣିଂ ଥିବାରୁ ପ୍ରବଳ ବର୍ଷା ସହ ଘଡ଼ ଘଟି ଏବଂ ବିଜୁଳି ହେବାର ସମ୍ଭାବନା ରହିଛି ତେବେ ୟାକୁ ନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ମଧ୍ୟ ସୂଚନା ପ୍ରଦାନ କରିଛି

MORE NEWS

ନୟାଗଡ: ଜିଲ୍ଲାରେ ପ୍ରବଳ ବର୍ଷା ପ୍ରବାହକୁ ଦୃଷ୍ଟିରେ ରଖୁ ଜିଲ୍ଲାକୁ ଆସନ୍ତାକାଲି ପାଇଁ ପାଣିପାଗ ବିଭାଗ ୟେଲୋ ୱାର୍ଣିଂ ଜାରି କରିଛି - Nayagarh News