ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଳମ୍ବିତ ରାତିରେ ଘରେ, କାର ଓ ବାଇକରେ ପେଟ୍ରଲ ଢାଳି ନିଆଁ ଲଗାଇଲେ ୪ ଜଣ ଦୃବୃତ୍ତ,
ପେଟ୍ରଲ ଗନ୍ଧ ହେବାରୁ ପରିବାର ଲୋକ ଉଠି ପଡିବାରୁ ଅଳ୍ପକେ ରକ୍ଷା ପାଇଗଲା ଧନ ଜୀବନ । ନିଆଁ ଲଗାଇବାର ଭିଡିଓ ସି ସି ଟିଭିରେ କଏଦ ଓ ଥାନାରେ ଅଭିଯୋଗ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା କେଶପୁରା!
#StqMedia #News #balesware #Odisha Odisha Police Organisation