ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ଜଗନ୍ନାଥ ମନ୍ଦିରରେ ଚୋରି: ଦୁର୍ବୃତ୍ତଙ୍କୁ ଧରିବାକୁ ଦାବି
ଲକ୍ଷ୍ମୀପୁର ବ୍ଲକ ସଦର ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିରରୁ ଚୋରି ହୋଇଛି। ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ଚୋରି କରିଥିବା ବେଳେ ଏନେଇ ପୋଲିସକୁ ସୂଚନା ଦିଆଯାଇଛି। ତୁରନ୍ତ ଦୋଷୀଙ୍କୁ ଗିରଫ କରିବାକୁ ମନ୍ଦିର କମିଟି ସଭାପତି ଦାବି କରିଛନ୍ତି।