Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

ନର୍ଲା: ନର୍ଲା ସ୍ଥିତ ପଶୁ ଡାକ୍ତରଖାନା ନିକଟରେ ଏକ ସାଇକେଲ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଗ୍ରସ୍ତ ଉଭୟ ଚାଳକ ସୁରକ୍ଷିତ

Narala, Kalahandi | Jan 10, 2026
ଆଜି ଶନିବାର ଦିନ ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ନର୍ଲା ସ୍ଥିତ ପଶୁ ଡାକ୍ତରଖାନା ନିକଟରେ ଏକ ବାଇକ୍ ଓ ସାଇକେଲ ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ଏହି ଦୁର୍ଘଟଣା ରେ ଉଭୟ ଚାଳକ ସୁରକ୍ଷିତ ରହିଥିବା ବେଳେ ଏ ନେଇ ଥାନାରେ ଅଭିଯୋଗ ହୋଇନାହିଁ