ରାୟଗଡା: ରାୟଗଡ଼ା ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ ପାଳିତ ହେଲା ପୋଷଣ ମାସ 2026
ରାୟଗଡ଼ା ଜିଲ୍ଲାର 11ଟି ବ୍ଲକରେ ପୋଷଣ ମାସ-2026 ପାଳିତ ହୋଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରରେ 'ଆଙ୍ଗନ କା ଉତ୍ସବ' ଓ ପିତାମାତାଙ୍କ ପାଇଁ ରନ୍ଧନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।