ଆଜି ଅକ୍ଟୋବର 25 ତାରିଖ ଶନିବାର ମଧ୍ୟାରତ୍ରୀ ରାତି ପ୍ରାୟ 2 ଟା ପାଖାପାଖି ସମୟର ବୀରମିତ୍ରପୁର ଥାନା ଅଧିକାରୀ ଓ ତାଙ୍କ ଟିମ କରି ଛାପଲରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢାଉ କରି ତିନି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 30700 ନଗଦ ଟଙ୍କା ଓ ଜୁଆରେ ବ୍ୟବହାର ହୋଇଥିବା ତିନି ପ୍ୟାକେଟ ତାସ ଏବଂ କିଛି ଖୋଲା ତାସ ଜବତ କରିଛନ୍ତି। ଗିରଫ ତିନି ଅଭିଯୁକ୍ତ ହେଲେ -(1) Champa Sahoo(48) S/o Jitria Sahoo of vill-Ankurpali PS-Hatibari 2) Sahadev Sahoo(52) S/o Lt Dubraj Sahoo of Bagdega PS-Bishra, Rourkela and 3) Ranjit Ekka (55) S