ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ସଦାଶିବ ପୁରଠାରେ ଥିବା ସର୍ଦାର ପଟେଲ ହାଇସ୍କୁଲର ପକ୍ଷରୁ ଚଳତ ବର୍ଷ ଡାଇମଣ୍ଡ ଜୁବୁଲି ପାଳନ କରୁଛନ୍ତି।୨୧ ଓ ୨୨ ତାରିଖ ୨ଦିନ ଧରି ଧୁମଧାମରେ ପାଳିତ ହେଉଛି