ଘସିପୁରା: ଦୈତାରୀ ବଳିପର୍ବତ ଅଞ୍ଚଳରେ ଓଡିଶା ମୋଟର ଚାଳକ ସଙ୍ଘ ତରଫରୁ ଆୟୋଜିତ ବାର୍ଷିକୋତ୍ସବ କାର୍ଯ୍ୟକ୍ରମ
ଦୈତାରୀ ବଳିପର୍ବତ ଅଞ୍ଚଳରେ ଓଡିଶା ମୋଟର ଚାଳକ ସଙ୍ଘ ତରଫରୁ ଆୟୋଜିତ ବାର୍ଷିକୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଉତ୍ସାହିତ କରିଥିଲି | ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ।