ସୁନ୍ଦରଗଡ ସହର: ବୁଦନା ଫରେଷ୍ଟ ନାଳାରେ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ବଡ଼ଗାଁ ଅବକାରୀ ଷ୍ଟେସନର ଚଢାଉ, ବିପୁଳ ପରିମାଣର ମଦ ଓ ପୋଚ ନଷ୍ଟ
ଆଜି ଡିସେମ୍ବର 18 ତାରିଖ ଗୁରୁବାର ପୂର୍ବାହ୍ନ 11 ଟା ଠାରୁ ଅପରାହ୍ନ 4 ଟା ପର୍ଯ୍ୟନ୍ତ ଚାଲିଥିଲା ଏହି ଚଢାଉ। ଅବକାରୀ ଅଧିକ୍ଷକ ସିଦ୍ଧେଶ୍ଵର ବେଶ୍ରାଙ୍କ ନିକଟକୁ ଏହି ଅବାଧ କାରବାର ନେଇ ଆଜି ପୂର୍ବାହ୍ନରେ ସୂଚନା ମିଳିଥିଲା । ସୂଚନା ପାଇବା ପରେ ଅବକାରୀ ଅଧୀକ୍ଷକ ତୁରନ୍ତ ଚଢାଉ କରିବା ନେଇ ବଡ଼ଗାଁ ଏକ୍ସସାଇଜ ଷ୍ଟେସନକୁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ନିର୍ଦ୍ଦେଶ କ୍ରମେ ବଡ଼ଗାଁ ଏକ୍ସସାଇଜ ଷ୍ଟେସନ ASI ମୁକେଶ କୁମାର ପଟେଲ ଓ ତାଙ୍କ ଟିମ ଏହି ଚଢାଉ କରି ଘଟଣା ସ୍ଥଳରେ 56 ଟି ଜରି ବସ୍ତାରେ ଥିବା ପ୍ରତ୍ୟେକ 50 କେଜି ଓଜନର ଏପରି 2800କେଜି ଓଜନର ମହୁଲ ପୋଚ ନଷ୍ଟ କରିବା ସହ 8