Public App Logo
Jansamasya
National
Happydiwali
Railinfra4andhrapradesh
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv

କୋରାପୁଟ ସହର: କୋରାପୁଟ ପୋଲିସ ପଡ଼ିଆରେ ୬୬ ତମ ପୋଲିସ ସହୀଦ ଦିବସ ପାଳିତ

Koraput Town, Koraput | Oct 21, 2025
କୋରାପୁଟ ପୋଲିସ ପ୍ୟାରେଡ ପଡିଆଠାରେ ୬୬ ତମ ପୋଲିସ ସହୀଦ ଦିବସ ପାଳିତ ହୋଇଯାଇଛି। ସକାଳ ୯ ଘଣ୍ଟା ସମୟରେ କୋରାପୁଟ ଏସପି ରୋହିତ ବର୍ମା ମୁଖ୍ୟ ଅତିଥିଭାବେ ଯୋଗଦେଇ ସମ୍ମଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ। ସହୀଦ ସ୍ଥମ୍ବରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ପୋଲିସ ଅଧିକାରୀମାନେ ପୁଷ୍ପଗୁଛ ଦେଇ ଶ୍ରର୍ଦ୍ଧାଞଳି ଜ୍ଞାପନ କରିଥିଲେ। କୋରାପୁଟ ଜିଲ୍ଲା ପୋଲିସର ସହୀଦ ପରିବାରବର୍ଗ ସଦସ୍ୟଙ୍କୁ କୋରାପୁଟ ଜିଲ୍ଲାପାଳ ମନୋଜ୍ ସତ୍ୟୱାନ ମହାଜନ ଓ  ଏସପି ସମ୍ମାନିତ କରିବା ସହ ଆଲୋଚନା କରିଥିଲେ। ଏହି ଅବସରରେ କୋରାପୁଟ ଜିଲ୍ଲା ପୋଲିସର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ

MORE NEWS