🚨 ବଡ଼ ଅଘଟଣ ଟଳିଲା! 😨🔥
ବାଲେଶ୍ୱର ଜିଲ୍ଲାର ମାର୍କୋଣା ରେଳ ଷ୍ଟେସନ ନିକଟରେ ହାଉଡା–ପୁରୀ ଧଉଳି ସୁପରଫାଷ୍ଟ ଏକ୍ସପ୍ରେସରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିବାରୁ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଧୂଆଁ ଦେଖି ଜୀବନ ବଞ୍ଚାଇବାକୁ ଟ୍ରେନରୁ ତଳକୁ ଓହ୍ଲାଇ ଧାଇଁଥିଲେ ଯାତ୍ରୀ। ସୌଭାଗ୍ୟବଶତଃ କୌଣସି ଜୀବନହାନି କିମ୍ବା କ୍ଷୟକ୍ଷତି ହୋଇନାହିଁ। 🙏
👉 ଏଭଳି ଘଟଣା ପୁଣି ନ ଘଟିବା ପାଇଁ ଆପଣଙ୍କ ମତ କ'ଣ? କମେଣ୍ଟରେ ଜଣାନ୍ତୁ।
📢 ଓଡ଼ିଶାର ସମସ୍ତ ବଡ଼ ଖବର ପାଇଁ RCN ODIA କୁ Follow କରନ୍ତୁ।
#BreakingNews #Balasore #Markona #DhauliExpress #TrainFire #OdishaNews #RCNODIA #RailwayNews #ViralNews #Odisha
Bhadrak Rural, Bhadrak | Jul 27, 2026