କାମାକ୍ଷାନଗର: କାମାକ୍ଷାନଗର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବୁଧବାର ୧୨ଟାରେ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳିତ ଉପସ୍ଥିତ ରହିଲେ ତହସିଲଦାର
କାମାକ୍ଷାନଗର ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବୁଧବାର ୧୨ଟାରେ ଆନ୍ତର୍ଜାତିକ ଦିବ୍ୟାଙ୍ଗ ଦିବସ ପାଳିତ ଉପସ୍ଥିତ ରହିଲେ ତହସିଲଦାର ଶୁଭଙ୍କର ମହାନ୍ତି ।କାମାକ୍ଷାନଗର ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବୁଧବାର ଅନ୍ତର୍ଜାତୀୟ ଦିବ୍ୟ।ଙ୍ଗ ଦିବସ ପାଳିତ ହୋଇ ଯାଇଛି ।ଏଠାରେ ତହସିଲଦାର ଶୁଭଙ୍କର ମହାନ୍ତି, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,ବ୍ଲକ ଶିକ୍ଷା ଅଧିକାରୀ ସରୋଜ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।