କାମାକ୍ଷାନଗର: ମଠକରଗୋଳା ଗାଁ ନିକଟରୁ ଶୁକ୍ରବାର ୧ଟାରେ ମୁମୂର୍ଷୁ ଅବସ୍ତାରେ ମହିଳାଙ୍କୁ ଆମ୍ବୁଲାନ୍ସରେ ଆଣି ମେଡ଼ିକାଲରେ କଲେ ଭର୍ତ୍ତି
ମଠକରଗୋଳା ଗାଁ ନିକଟରୁ ଶୁକ୍ରବାର ୧ଟାରେ ମୁମୂର୍ଷୁ ଅବସ୍ତାରେ ମହିଳାଙ୍କୁ ଆମ୍ବୁଲାନ୍ସରେ ଆଣି ମେଡ଼ିକାଲରେ କଲେ ଭର୍ତ୍ତି ।ଢେଙ୍କାନାଳ ଜିଲା କମାକ୍ଷାନଗର ଥାନା ମଠକରଗୋଳା ଗାଁ ନିକଟରେ ରାସ୍ତା କଡରେ ଜଣେ ମହିଳା ମୁମୂର୍ଷୁ ଅବସ୍ତାରେ ପଡି ଥିବାବେଳେ ତାଙ୍କୁ ଆମ୍ବୁଲାନ୍ସରେ ଉଦ୍ଧାର କରି କମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।