Public App Logo
Jansamasya
News
पुलिस
Bjp
National
Bihar
बिहार
कांग्रेस
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata

ସୋର: ଆଟପୁର ଗ୍ରାମରେ ମହିଳାଙ୍କ ଆତ୍ମହତ୍ୟା ଘଟଣାରେ ଶାଶୁ, ନଣନ୍ଦ, ନଣନ୍ଦେଇକୁ ଗିରଫ କଲା ସୋର ପୁଲିସ

Soro, Balasore | Dec 1, 2025
ସୋର ଥାନା ଆଟପୁର ଗ୍ରାମରେ ଜଣେ ମହିଳା ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଘଟଣାରେ ସୋର ପୁଲିସ ମହିଳାଙ୍କ ଶାଶୁ, ନଣନ୍ଦ ଏବଂ ନଣନ୍ଦେଇକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗ୍ରାମର ସ୍ବର୍ଗତ ସନ୍ତୋଷ ଜେନାଙ୍କ ସ୍ତ୍ରୀ ସବିତା ବିଶ୍ୱାଳଙ୍କୁ ତାଙ୍କ ଶାଶୁ, ନଣନ୍ଦ ଏବଂ ନଣନ୍ଦେଇ ସନ୍ତୋଷ ମରିବା ପରେ ଅଧିକ ଯୌତୁକ ଦାବୀ କରି ମାନସିକ, ଶାରୀରିକ ନିର୍ଯ୍ୟାତନା ଦେଉଥିଲେ। ଫଳରେ ଏଥିରେ ଅତିଷ୍ଠ ହୋଇ ସବିତା ଗତକାଲି ନିଜ ଶୋଇବା ଘରେ ଗଡା଼ଣରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିଲେ।ବାପା କୈଳାଶ ଝିଅକୁ ଅଧିକ ଯୌତୁକ ଦାବୀ କରି ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ।