ବଡସାହି: ବାରିପଦା ସର୍କିଟହାଉସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷତ କରି ବଡସାହି ନିର୍ବାଚନମଣ୍ଡଳୀ ପାଇଁ ୩ଟି ପ୍ରସ୍ତାବ ଦେଲେ ବିଧାୟକ
ବେତନଟୀ କଲେଜକୁ ସ୍ୱୟଂ ଶାସିତ କଲେଜର ମାନ୍ୟତା ସାଙ୍ଗକୁ ବଡ଼ସାହି ନିର୍ବାଚନମଣ୍ଡଳୀରେ କେନ୍ଦ୍ରୀୟ ବିଦ୍ୟାଳୟ ତଥା ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରତିଷ୍ଠାନ ଖୋଲିବାକୁ ସୋମବାର ସନ୍ଧ୍ୟା ୬ଟାରେ ବାରିପଦା ସର୍କିଟ ହାଉସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷତକରି ଲିଖିତ ପ୍ରସ୍ତାବ ପ୍ରଦାନ କଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l