Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଯନ୍ତର ମନ୍ତରର ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର ବର୍ବର ଆକ୍ରମଣ ପ୍ରତିବାଦରେ ଆପ୍ ର ଶାନ୍ତିପୂର୍ଣ୍ଣ ଧାରଣା ଓ ନିନ୍ଦା ଢେଙ୍କାନାଳ : ଯନ୍ତର ମନ୍ତରର ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର ବର୍ବର ଆକ୍ରମଣ ପ୍ରତିବାଦରେ ଆମ୍ ଆଦମୀ ପାର୍ଟିର ନିନ୍ଦା ଓ ସ୍ଥାନୀୟ ଗାନ୍ଧୀପାର୍କ ଠାରେ ଶାନ୍ତିପୂର୍ଣ୍ଣ ଧାରଣା। ଦିଲ୍ଲୀ ଯନ୍ତର ମନ୍ତରରେ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଛି। ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଗତ 20 ତାରିଖ ଦିନ ଆନ୍ଦୋଳନ କାରୀ ଶାନ୍ତିପୂର୍ଣ୍ଣ ଭାବେ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଯାତ୍ରା ଅଭିଯାନ କରିଥିଲେ। କେନ୍ଦ୍ର ସରକାର ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରିବା ପରିବର୍ତ୍ତେ ଦିଲ୍ଲୀ ପୋଲିସ ଓ ବିଜେପିର ଗୁଣ୍ଡା ମାନଙ୍କ ଦ୍ୱାରା ଯେଉଁଭଳି ବର୍ବିରୋଚିତ ଆକ୍ରମଣ କଲେ, ତାହାକୁ ନିନ୍ଦା କରିବା ପାଇଁ ଭାଷା ନାହିଁ। ସମଗ୍ର ବିଶ୍ୱରେ ଏହାକୁ ନିନ୍ଦା କରାଯାଇଛି।ମୋଦି ସରକାରଙ୍କ ଏହି ବର୍ବରଚିତ ଆକ୍ରମଣକୁ ବିଭିନ୍ନ ସଂଗଠନ ଓ ଆପ୍ ପକ୍ଷରୁ ନିନ୍ଦା କରାଯାଇଛି। ସରକାର ଅତିଶୀଘ୍ର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍

MORE NEWS

ଯନ୍ତର ମନ୍ତରର ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର ବର୍ବର ଆକ୍ରମଣ ପ୍ରତିବାଦରେ ଆପ୍ ର ଶାନ୍ତିପୂର୍ଣ୍ଣ ଧାରଣା ଓ ନିନ୍ଦା ଢେଙ୍କାନାଳ : ଯନ୍ତର ମନ୍ତରର ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର ବର୍ବର ଆକ୍ରମଣ ପ୍ରତିବାଦରେ ଆମ୍ ଆଦମୀ ପାର୍ଟିର ନିନ୍ଦା ଓ ସ୍ଥାନୀୟ ଗାନ୍ଧୀପାର୍କ ଠାରେ ଶାନ୍ତିପୂର୍ଣ୍ଣ ଧାରଣା। ଦିଲ୍ଲୀ ଯନ୍ତର ମନ୍ତରରେ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚାଲିଛି। ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି। ଗତ 20 ତାରିଖ ଦିନ ଆନ୍ଦୋଳନ କାରୀ ଶାନ୍ତିପୂର୍ଣ୍ଣ ଭାବେ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ଯାତ୍ରା ଅଭିଯାନ କରିଥିଲେ। କେନ୍ଦ୍ର ସରକାର ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରିବା ପରିବର୍ତ୍ତେ ଦିଲ୍ଲୀ ପୋଲିସ ଓ ବିଜେପିର ଗୁଣ୍ଡା ମାନଙ୍କ ଦ୍ୱାରା ଯେଉଁଭଳି ବର୍ବିରୋଚିତ ଆକ୍ରମଣ କଲେ, ତାହାକୁ ନିନ୍ଦା କରିବା ପାଇଁ ଭାଷା ନାହିଁ। ସମଗ୍ର ବିଶ୍ୱରେ ଏହାକୁ ନିନ୍ଦା କରାଯାଇଛି।ମୋଦି ସରକାରଙ୍କ ଏହି ବର୍ବରଚିତ ଆକ୍ରମଣକୁ ବିଭିନ୍ନ ସଂଗଠନ ଓ ଆପ୍ ପକ୍ଷରୁ ନିନ୍ଦା କରାଯାଇଛି। ସରକାର ଅତିଶୀଘ୍ର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ - Dhenkanal Sadar News